Home Oriya Odia Dictionary

Download Oriya Odia Dictionary APP

Shielder Oriya Odia Meaning

ପାଳନକର୍ତ୍ତା

Definition

ରକ୍ଷା କରୁଥିବା ବ୍ୟକ୍ତି
ସେହି ବ୍ୟକ୍ତି ଯେ ରକ୍ଷା କରେ

Example

ମନ୍ତ୍ରୀର ରକ୍ଷକ ଉଗ୍ରବାଦୀଙ୍କ ଶିକାର ହୋଇଗଲା
ଦେଶ ରକ୍ଷକ ନିଜ ଜୀବନକୁ ପାଣିଛଡ଼େଇ ସୀମାନ୍ତରେ ପହରା ଦିଅନ୍ତି / ଛାତ୍ରାବାସର ୱାର୍ଡ଼ନଙ୍କ ଅନୁମତି ବିନା ଛାତ୍ରାବାସ ବାହାରକୁ ଯିବାମନା