Home Oriya Odia Dictionary

Download Oriya Odia Dictionary APP

Shift Oriya Odia Meaning

ଘୁଞ୍ଚାଇବା, ପାଳି, ଫତେଇ, ବିସ୍ଥାପନ, ରୂପାନ୍ତର, ସେମିଜ, ହଟିବା, ହଟେଇବା, ହଲିବା

Definition

ବଦଳିବାର କ୍ରିୟା ବା ଭାବ
କୌଣସି କଥା ଇତ୍ୟାଦି କହି କିମ୍ବା ପ୍ରତିଶ୍ରୁତି ଦେଇ ତାକୁ ଅସ୍ୱୀକାର କରିବା ବା ପଛକୁ ହଟାଇବା
ଗୋଟିଏ ବସ୍ତୁକୁ ବଦଳାଇ ତା ସ୍ଥାନରେ ଅନ୍ୟକୁ ରଖିବା
ଗୋଟିଏକୁ ଛାଡ଼ି ତା ଜାଗାରେ ଅନ୍ୟକୁ ଗ୍ରହଣ କରିବାର କ୍ରିୟା

Example

ପରିବର୍ତ୍ତନ ସଂସାରର ନିୟମ
ସେ ନିଜ କଥା ରକ୍ଷା କରିପାରିଲେ ନାହିଁ
ତୁମେ ବିଛଣାର ଚାଦରକୁ ପ୍ରତି ସପ୍ତାହରେ ବଦଳାଇବା ଉଚିତ
ବିକ୍ରି ହୋଇଥିବା ଜିନିଷଗୁଡ଼ିକର ପୁନର୍ବଦଳ ହୁଏନାହିଁ
ଆଧୁନିକ ଜୀବନଶୈଳୀ ସମାଜରେ