Home Oriya Odia Dictionary

Download Oriya Odia Dictionary APP

Shirk Oriya Odia Meaning

ଡରିବା, ପଛେଇବା, ମନଛଡେଇବା

Definition

ଡ଼ର, ସୁରକ୍ଷା, ଜରୁରୀ ପରିସ୍ଥିତିକୁ ଅନୁମାନ ପୂର୍ବକ କୌଣସି ସ୍ଥାନଆଦିରୁ ଅନ୍ୟ ଏକ ସ୍ଥାନକୁ ଯିବା
ଖୁବ ଶୀଘ୍ର ଶୀଘ୍ର ପାଦ ଉଠାଇ ଚାଲିବା
କୌଣସି କାମ କରିବାକୁ ଡରିବା ବା ପଛେଇବା
ବିପଦ ସ୍ଥାନରୁ ଡରି ବା ନିଜ

Example

ଗ୍ରାମର ଲୋକେ ଜୀବିକାର୍ଜନପାଇଁ ସହର ଆଡ଼କୁ ପଳାନ୍ତି
ବିଲେଇ ମୂଷାକୁ ଦେଖିବାକ୍ଷଣି ତାଆଡ଼କୁ ଦୌଡ଼ିଲା
ରମେଶ ପଢ଼ାରେ ପଛଉଛି
କଏଦୀ ଜେଲରୁ ଫେରାର ହୋଇଗଲା
ସୀମା ନିଜ ଡ୍ରାଇଭର ସହିତ ପଳେଇଲା
ସେ ଦୁଇ ଜଣ ବାହାହେବାପାଇଁ ଘରୁ ପଳେଇଲେ