Home Oriya Odia Dictionary

Download Oriya Odia Dictionary APP

Shit Oriya Odia Meaning

ଝାଡା ଫେରିବା, ଝାଡାଯିବା, ପାଇଖାନା ଯିବା, ମଳତ୍ୟାଗ କରିବା, ହଗିବା

Definition

ପାଗଳମାନଙ୍କ ଭଳି କୁହାଯାଉଥିବା ବ୍ୟର୍ଥ କଥା
ଅଯଥା କଥା କହିବାର କ୍ରିୟା
ଭଲର ଓଲଟା ବା ବିପରୀତ
ଜୀବଦ୍ୱାରା ଉତ୍ସର୍ଜିତ ପଦାର୍ଥ ଯାହା ତାହାର ମଳଦ୍ୱାର ଦେଇ ବାହାରିଯାଏ
ଚମ ଉପରେ ଜମୁଥିବା ମଇଳା
କୌଣସି ଜିନିଷରୁ ବାହାରୁଥିବା

Example

ଅଧିକ ଜ୍ୱର ଯୋଗୁଁ ସେ ପ୍ରଳାପ କରୁଥିଲା / ଅତ୍ୟଧିକ ଜ୍ୱର ଯୋଗୁଁ ସେ ବାଉଳିଚାଉଳି ହେଉଥିଲା
ଘୁଷୁରି ମଳ ମଧ୍ୟ ଖାଏ
ସେ ମଳି ସଫାକରିବାପାଇଁ ପ୍ରତିଦିନ ସାବୁନ ଲଗାଇ ଗାଧାଏ
ଲୁଗାରୁ ମଇଳା ବାହାର କରିବାପାଇଁ ସେଗୁଡ଼ିକୁ ସାବୁନ, ସର୍ଫଆଦିରେ ଧୋଇବା