Home Oriya Odia Dictionary

Download Oriya Odia Dictionary APP

Shock Oriya Odia Meaning

ଆଘାତ, ଆଶ୍ଚର୍ଯ୍ୟାନ୍ବିତ ହେବା, ଚକିତ ହେବା, ଚମକିପଡିବା, ଚିହିଙ୍କିଉଠିବା, ଧକ୍କା, ବିସ୍ମିତ ହେବା, ମାନସିକ ଆଘାତ

Definition

ଭୟଆଦି ଦ୍ୱାରା ଅଚାନକ ଥରି ଉଠିବା
ଯେ ଆଶ୍ଚର୍ୟ ହୋଇଯାଇଛି
ଚମକିବା କ୍ରିୟା ବା ଭାବ
ମାଂସ ନିମନ୍ତେ ପଶୁ-ପକ୍ଷୀଙ୍କୁ ହତିଆରରେ ଏକା ଥରକେ କାଟି ପକାଇବାର ଢଙ୍ଗ
ମନକୁ ଲାଗିଥିବା ଆଘାତ
ଡର ବା ଭୟରେ ଅଚାନକ ଥରି ଉଠିବା ପ୍ରକ୍ରିୟା
କୌଣସି ଓଜନିଆ ବସ୍ତୁର ଚଳନରେ

Example

କେବେକେବେ ରାତିରେ ଶୋଇବା ସମୟରେ ଭୟାନକ ସ୍ୱପ୍ନ ଦେଖି ପିଲାମାନେ ଚମକି ପଡ଼ନ୍ତି
ତା କାମ ଦେଖିକରି ଆମେ ସବୁ ଆଚମ୍ବିତ ହୋଇଗଲୁ
ହଠାତ୍ ଜୋର୍ ଶବ୍ଦ ଶୁଣି ଛୋଟ ପିଲାର ଚମକିବା କିଛି