Home Oriya Odia Dictionary

Download Oriya Odia Dictionary APP

Show Oriya Odia Meaning

କପଟତା, ଛଦ୍ମତା, ଛଳ କପଟ, ଛଳନା, ଜଣାଇବା, ଜ୍ଞାତ କରିବା, ଦର୍ଶାଇବା, ଦେଖାଇବା, ପ୍ରତାରଣା, ପ୍ରଦର୍ଶନ କରିବା, ପ୍ରଦର୍ଶିତ କରିବା, ଭଣ୍ଡତା, ଶଠତା, ଶୋ କରିବା, ସତର୍କ କରିବା, ସୂଚନାଦେବା, ସୂଚିତକରିବା

Definition

ବସ୍ତୁ, ଶକ୍ତିଆଦି ଦେଖାଇବା କ୍ରିୟା
କୌଣସି କଥା ଜାଣିବାପାଇଁ ଅତ୍ୟଧିକ ଇଚ୍ଛା
ଯେଉଁ ଆଚରଣ ବା କାମଆଦିରେ ବାହ୍ୟ ଓ କୃତ୍ରିମ ଭାବ ରହିଥାଏ
କୌଣସି ବସ୍ତୁ, ସୂଚନାଆଦି କାହାକୁ ବତାଇବା
ଦେଖା ଦେବା
ଆଖିରେ କୌଣସି ବ୍ୟକ୍ତି, ପଦାର୍ଥ, କାମଆଦିର ରୂପ-ରଙ୍ଗ ଏବଂ ଆକାର-ପ୍ରକାର ବା ଗୁଣଆଦିର

Example

ରାମ ମେଳାରେ ହାତତିଆରି ବସ୍ତୁଗୁଡ଼ିକ ପ୍ରଦର୍ଶନ କରୁଥିଲା
ବାଳକମାନଙ୍କ ମନରେ ପ୍ରତ୍ୟେକ ବିଷୟକୁ ଜାଣିବା ପାଇଁ ଜିଜ୍ଞାସା ରହିଥାଏ
ସନ୍ଥ କବୀର ଭଣ୍ଡତା ଉପରେ ତୀକ୍ଷ୍‌ଣ ବ୍ୟଙ୍ଗ କରିଛନ୍ତି
ସେ ମୋତେ କହିଲା ଯେ ସେ