Shower Down Oriya Odia Meaning
ବରଷିବା, ବର୍ଷାହେବା, ବର୍ଷିବା
Definition
ଜମା ହୋଇଥିବା ଶସ୍ୟକୁ ପବନରେ ଉଡ଼ାଇ ଚଷୁଆଦିକୁ ଦାନାରୁ ଅଲଗା କରିବା
ବାଦଲରୁ ଜଳ ତଳେ ପଡ଼ିବା
ବର୍ଷା ଜଳ ପରି ଉପରୁ ବା ଇଆଡ଼ୁସିଆଡ଼ୁ ନିରନ୍ତର ଅଧିକ ମାତ୍ରାରେ କୌଣସି ବସ୍ତୁ ଆଦି ପକେଇବା
Example
କୃଷକ ଖଳାରେ ଶସ୍ୟ ଉଡ଼ାଉଛି
ଇନ୍ଦ୍ର ନିଜର ବଳ ଦେଖେଇବାପାଇଁ ଖୁବ ଜଳ ବୃଷ୍ଟିକଲେ
ଛବିଶ ଜାନୁଆରୀ ଦିନ ହେଲିକ୍ୟାପଟରରୁ ଫୁଲ ବର୍ଷାକରାଗଲା
Maliciousness in Oriya OdiaPlan in Oriya OdiaHeartbreaking in Oriya OdiaHuntsman in Oriya OdiaSwain in Oriya OdiaGerminate in Oriya OdiaCassette in Oriya OdiaUnsettled in Oriya OdiaPut Up in Oriya OdiaDanger in Oriya OdiaPetulant in Oriya OdiaRapt in Oriya OdiaQuickness in Oriya OdiaCrimp in Oriya OdiaDinar in Oriya OdiaLien in Oriya OdiaQualified in Oriya OdiaSculpture in Oriya OdiaFlyspeck in Oriya OdiaSometime in Oriya Odia