Home Oriya Odia Dictionary

Download Oriya Odia Dictionary APP

Shriveled Oriya Odia Meaning

ଝାଉଁଳା

Definition

ଯାହାର କାନ୍ତି ମଳିନ ପଡ଼ିଯାଇଛି
ବର୍ଷାର ଅଭାବ ବା ବର୍ଷାହୀନ ହେବାର ଅବସ୍ଥା ବା ଭାବ
ଯେଉଁଥିରେ ରସ ନାହିଁ
ଯେଉଁଥିରେ ଆଦ୍ରତା ନାହିଁ କିମ୍ବା ବହୁତ କମ୍‌ ଅଛି
ଯେଉଁଥିରୁ ଜୀବନୀ ଶକ୍ତିର ସୂଚକ ସତେଜତା ଚାଲିଯାଇଛି
ଯାହାର ସବୁଜତା ଚାଲିଯାଇଛି

Example

ମା’ଙ୍କୁ ଦେଖିଲାପରେ ପୁଅର ମ୍ଳାନ ଚେହେରା ହସି ଉଠିଲା
ମରୁଡ଼ି କାରଣରୁ ଏବର୍ଷ ଫସଲ ଖରାପ ହେଇଯାଇଛି
ଶୁଖିଲା ଫଳ ରସହୀନ ହୋଇଥାଏ
ଶୁଖିଲା ପାଗରେ ଚର୍ମ ଶୁଷ୍କ ହୋଇଯାଏ
ଶୁଖିଲା ଗଛ ଝଡ଼ରେ ଉପୁଡ଼ିଗଲା
ରୌଦ୍ରଦଗ୍ଧ ଝାଉଁ