Home Oriya Odia Dictionary

Download Oriya Odia Dictionary APP

Shut Oriya Odia Meaning

ବନ୍ଦ କରିବା, ବୁଜିବା, ମୁଦିବା

Definition

ରୁନ୍ଧିତ ହେବା ବା ଅଟକିବା
ଭଲର ଓଲଟା ବା ବିପରୀତ
ଦୁଖ, ଅସନ୍ତୋଷ ବା ବିରୋଧ ପ୍ରକଟ କରିବାପାଇଁ କଳକାରଖାନାଗୁଡ଼ିକ, କାର୍ଯ୍ୟାଳୟଆଦିର କର୍ମଚାରୀ ବା ଜନସାଧାରଣଙ୍କ ଯିବାଆସିବା ତଥା ଦୋକାନବଜାର ବନ୍ଦ କରିଦେବା କ୍ରିୟା
ନଦୀ ବା ଜଳାଶୟର ଜଳ ଅଟକାଇବାପାଇଁ ତାହାର ଧାରେଧା

Example

ସେ ବନ୍ଦ ନଳୀକୁ ସଫା କରୁଛି
ନଦୀରେ ବନ୍ଧ ପକାଇ ବିଜୁଳୀ ଶକ୍ତି ଉତ୍ପନ୍ନ କରାଯାଏ
ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
ଛାତ୍ରବାସର ମୁଖ୍ୟ ଦ୍ୱାର ଆଠଟାରେ ବନ୍ଦ ହୋଇଯାଏ
ତାକୁ ଏପର୍ଯ୍ୟନ୍ତ ଜୋତାର ଫିତା ବାନ୍ଧିବା ଆ