Home Oriya Odia Dictionary

Download Oriya Odia Dictionary APP

Shut Down Oriya Odia Meaning

ଆବଦ୍ଧ କରିବା, ଛୁଟି କରିବା, ବନ୍ଦ କରିବା

Definition

ପ୍ରଥା ଆଦିର ଅନ୍ତ କରିବା
ଦ୍ୱାର,ମୁହଁ ଆଦି ଉପରେ କିଛି ରଖି ତାକୁ ବନ୍ଦ କରିବା
ଏଭଳି ପରିସ୍ଥିତି କରିବା ଯେଉଁଥିରେ କୌଣସି ବସ୍ତୁ ଭିତରୁ ବାହାରକୁ ବା ବାହାରୁ ଭିତରକୁ ଯାଇପାରେନାହିଁ ବା ଯାହାର ବ୍ୟବହାର କରାଯାଇ ପାରେନାହି

Example

ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
ସେ ମୂଷା ଗାତ ବୁଜୁଛି
ଛାତ୍ରାବାସର ମୁଖ୍ୟଦ୍ୱାର ଆଠଟା ବେଳକୁ ହିଁ ବନ୍ଦ କରାଯାଏ