Home Oriya Odia Dictionary

Download Oriya Odia Dictionary APP

Sift Oriya Odia Meaning

ଛାଣିବା

Definition

ବିଚାର ବା ସ୍ୱଭାବରେ ସମାନତା କାରଣରୁ ମେଳ ବା ନିର୍ବାହ ହେବା
କୌଣସି ଘଟଣା କିମ୍ବା ବିଷୟରେଥିବା ମୂଳ କାରଣର ରହସ୍ୟ ଅନ୍ୱେଷଣ କରିବାର କ୍ରିୟା
ବଡ଼ ଛାଣି
କୌଣସି ଚୂର୍ଣ୍ଣ ବା ତରଳ ପଦାର୍ଥକୁ କପଡ଼ାଆଦିରେ ଯେପରି ଢାଳିଲେ

Example

ଆଜିକାଲି ସେ ଦୁଇଜଣଙ୍କ ମଧ୍ୟରେ ଭଲ ଜମୁଛି
ଏହି ଘଟଣାର ଯାଞ୍ଚ ଉଚ୍ଚ ଅଧିକାରୀଙ୍କଦ୍ୱାରା କରାଯିବ
ସେ ଜାଲିଚଟୁରେ ନୁଡ଼ଲ ଛାଣିଲା
ହୋଲିଦିନ ସ୍ଥାନେସ୍ଥାନେ ଭାଙ୍ଗ ଛଣାଯାଏ
ଆଜି ତୁମଘରେ ଗରମ ଗରମ ପୁରି ଛଣାହେଉଛି