Home Oriya Odia Dictionary

Download Oriya Odia Dictionary APP

Signature Oriya Odia Meaning

ଦସଖସ୍ତ, ସନ୍ତକ, ସହୀ

Definition

ନିଜ ହାତରେ ଲେଖାଯାଇଥିବା ନିଜ ନାମ ଯାହା କୌଣସି ଲେଖା ଆଦିକୁ ପ୍ରମାଣିତ କରିବା କିମ୍ବା ତାହାର ଉତ୍ତରଦାୟିତ୍ୱର ସ୍ୱୀକୃତି ସୂଚକ ହୋଇଥାଏ

Example

ଚରିତ୍ର ପ୍ରମାଣପତ୍ର ଉପରେ ମୋତେ ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ କରେଇବାକୁ ପଡ଼ିବ