Home Oriya Odia Dictionary

Download Oriya Odia Dictionary APP

Silence Oriya Odia Meaning

କୋଳାହଳହୀନତା, ଧ୍ବନିହୀନତା, ନିସ୍ତବ୍ଧତା, ନୀରବତା, ପ୍ରଶାନ୍ତତା, ମୌନତା, ଶବ୍ଦହୀନତା, ଶାନ୍ତି

Definition

ଚୁପ ରହିବାର ଅବସ୍ଥା ବା ଭାବ
ଧ୍ୱନିହୀନ ବା ଶାନ୍ତ ହେବାର ଅବସ୍ଥା କିମ୍ବା ଭାବ

Example

ପଣ୍ଡିତ ପ୍ରଶ୍ନ ପଚାରିବାକ୍ଷଣି ହିଁ ସଭାରେ ନୀରବତା ଛାଇଗଲା
ଅନ୍ଧାର ରାତିରେ ନୀରବତା ଛାଇ ହୋଇଥିଲା