Home Oriya Odia Dictionary

Download Oriya Odia Dictionary APP

Similar Oriya Odia Meaning

ଏକାପରି, ଏପରି, ଏଭଳି, ଏହିପରି

Definition

ଯାହା ତୁଳନା ଯୋଗ୍ୟ
ଆକାର, ପରିମାଣ, ଗୁଣ, ମୂଲ୍ୟ, ମହତ୍ଆଦି ବିଚାରରେ ଏକା ପ୍ରକାରର
ଯିଏ ଦେଖିବାକୁ ଏକା ଭଳି
ସବୁ କଥାରେ କାହାରି ସହିତ ସମାନ ହେବା ବ୍ୟକ୍ତି
ଏଇ ଭଳିଆ
ଶରୀରର ପଞ୍ଚବାୟୁ ମଧ୍ୟରୁ ଗୋଟିଏ ଯାହା ପାଚକ ଅଗ୍ନି ନିକଟସ୍ଥ ଆମାଶୟ ଓ ଗ

Example

ଆପଣଙ୍କ ବ୍ୟକ୍ତିତ୍ୱ ଭଗବାନ ରାମଙ୍କ ସହ ତୁଳନୀୟ
ପଡ଼ୋଶୀ ଜଣକ ପିଲାଦୁଇଟିଙ୍କପାଇଁ ସମାନ ରଙ୍ଗର ଲୁଗା କିଣିଚନ୍ତି
ସେ ବ୍ୟକ୍ତି ମୋ ସମକକ୍ଷ
ମୋ ପଖରେ ମଧ୍ୟ ଏପରି ବଟୁଆ ଅଛି
ସମାନବାୟୁର କାର୍ଯ୍ୟ ହେଉଛି ଖାଦ୍ୟ ପାଚନ କରିବା, ଅଗ୍ନିକୁ ବଳ ପ୍ରଦାନ