Home Oriya Odia Dictionary

Download Oriya Odia Dictionary APP

Sinner Oriya Odia Meaning

ପତିତ, ପାପକର୍ମୀ, ପାପାଚାରୀ, ପାପାତ୍ମା, ପାପୀ

Definition

ଯିଏ ପାପ କରେ ବା ପାପ କରିବା ଲୋକ
ଯେ ପାପ କରେ ବା ପାପ କାମ କରିବା ବ୍ୟକ୍ତି

Example

ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛିଯେ ଯେତେବେଳେ ପୃଥିବୀରେ ପାପ ବଢ଼ିଯାଏ, ସେତେବେଳେ ପ୍ରଭୁ ଅବତାର ନେଇ ପାପୀମାନଙ୍କୁ ସଂହାର କରିଦିଅନ୍ତି
ପାପୀମାନଙ୍କର ଜୀବନ ଅଶାନ୍ତିପୂର୍ଣ୍ଣ ହୋଇଥାଏ