Home Oriya Odia Dictionary

Download Oriya Odia Dictionary APP

Siren Oriya Odia Meaning

ଘଣ୍ଟି, ସାଇରନ, ହୁଇସିଲ

Definition

ଫୁଙ୍କିକରି ବଜା ଯାଉଥିବା ଗୋଟିଏ ବାଜା
କଳକାରଖାନଆଦିରେ କର୍ମଚାରୀମାନଙ୍କୁ ସୂଚିତ କରିବାପାଇଁ ଭାରି ଜୋରରେ ବଜାଯାଉଥିବା ଏକ ପ୍ରକାର ସିଟି
ଅନ୍ୟକୁ ମୋହିତ କରିବାର ଶକ୍ତି
ଯେଉଁ ବିଦ୍ୟାଦ୍ୱାରା କାହାରିକୁ ନିଜ ଅଧୀନକୁ ଅଣାଯାଇଥାଏ
ଠକୁଥିବା ସ୍ତ୍ରୀଲୋକ
ଠଗର ପତ୍ନୀ
ଏକ ସାମୁଦ୍ରିକ

Example

ପିଲାମାନେ ଭୌଂପୂ ବଜାଉଛନ୍ତି
କାରଖାନର ସାଇରନ୍‌ ଠିକ୍‌ ନଅ ଟାରେ ବାଜେ
କିଛି ଲୋକଙ୍କର ଏଭଳି ବିଶ୍ୱାସ ଅଛି ଯେ କେତେକ ସାଧୁ ସନ୍ୟାସୀ ମୋହିନୀ ଶକ୍ତି ପ୍ରଭାବରେ ଲୋକଙ୍କୁ ନିଜର ବଶ କରିନିଅନ୍ତି
ତାନ୍ତ୍ରିକ ବଶୀକରଣ ବିଦ୍ୟା