Sis Oriya Odia Meaning
ନିଜ ଭଉଣୀ, ସହୋଦରା, ସ୍ୱଦରା
Definition
କାହାରି ବିଚାର ଅନୁସାରେ ତାଙ୍କ ମା’ଙ୍କ ଝିଅ ବା ଖୁଡୀ, ମାଇଁ, ପିଉସୀଆଦିଙ୍କ ଝିଅ, ବା ଧର୍ମ, ସମାଜ, କାନୁନ୍ଆଦି ଆଧାରରେ ଯେଉଁମାନଙ୍କୁ ଭଉଣୀର ସ୍ୱୀକୃତି ମିଳିଛି
କାହାରି ବିଚାରରେ ତାହାର ମାତା ପିତାଙ୍କ ଝିଅ
ସ୍ତ୍ରୀଲୋକଙ୍କ ପାଇଁ ପ୍ରଯୁକ୍ତ ଏକ ସଂବୋଧନ
Example
ମୋ କକାଝିଅ ଭଉଣୀ ବଡ଼ ମୃଦୁ ସ୍ୱଭାବର
ରାଧା ମୋର ନିଜ ଭଉଣୀ
ଭଉଣୀ,ଏହା ଅପଣଙ୍କ ଜିନିଷ କି?
Desolate in Oriya OdiaScratch Up in Oriya OdiaEndeavor in Oriya OdiaMarked in Oriya OdiaThreadbare in Oriya OdiaStorage in Oriya OdiaCollect in Oriya OdiaInane in Oriya OdiaConnect in Oriya OdiaSkirt in Oriya OdiaFor Certain in Oriya OdiaStationery in Oriya OdiaTerra Firma in Oriya OdiaSemiannual in Oriya OdiaSet Up in Oriya OdiaShoot in Oriya OdiaPlus in Oriya OdiaBemire in Oriya OdiaHigh Temperature in Oriya OdiaEbb in Oriya Odia