Home Oriya Odia Dictionary

Download Oriya Odia Dictionary APP

Sister Oriya Odia Meaning

ନିଜ ଭଉଣୀ, ସହୋଦରା, ସ୍ୱଦରା

Definition

ବୟସରେ ବଡ଼ ଭଉଣୀ
କାହାରି ବିଚାର ଅନୁସାରେ ତାଙ୍କ ମା’ଙ୍କ ଝିଅ ବା ଖୁଡୀ, ମାଇଁ, ପିଉସୀଆଦିଙ୍କ ଝିଅ, ବା ଧର୍ମ, ସମାଜ, କାନୁନ୍‌ଆଦି ଆଧାରରେ ଯେଉଁମାନଙ୍କୁ ଭଉଣୀର ସ୍ୱୀକୃତି ମିଳିଛି
କାହାରି ବିଚାରରେ ତାହାର ମାତା ପିତାଙ୍କ ଝିଅ
ରୋଗୀ ତଥା ନବଜାତ ଶିଶୁଙ୍କ ସେବା ନିମନ୍ତେ ପ୍ରଶିକ୍ଷିତ ମହିଳା
ସ୍ତ୍

Example

ମୋ ବଡ଼ ଭଉଣୀ ଅଧ୍ୟାପିକା ଅଟନ୍ତି
ମୋ କକାଝିଅ ଭଉଣୀ ବଡ଼ ମୃଦୁ ସ୍ୱଭାବର
ରାଧା ମୋର ନିଜ ଭଉଣୀ
ମୋ ନଣନ୍ଦ ବମ୍ବେ ହସ୍ପିଟାଲରେ ନର୍ସ ଅଛନ୍ତି
ଭଉଣୀ,ଏହା ଅପଣଙ୍କ ଜିନିଷ କି?