Home Oriya Odia Dictionary

Download Oriya Odia Dictionary APP

Sit Oriya Odia Meaning

ଆସନ ଗ୍ରହଣ କରିବା, ଆସିନ ହେବା, ବସାଇବା, ବସିବା, ବସେଇବା, ବିରାଜ କରିବା

Definition

ଏଭଳି ସ୍ଥିତି ଯେତେବେଳେ ନିତମ୍ବ ଗୋଡ଼ର ଆଶ୍ରୟ ଛାଡ଼ି ଅନ୍ୟ କୌଣସି ଆଧାର ଉପରେ ଥାଏ
ତଳେ ପଡ଼ିଯିବା ବା ଧିରେଧିରେ ବସିଯିବା
କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା

Example

ଅତିଥି ବୈଠକଖାନାରେ ବସିଛନ୍ତି
ବର୍ଷାରେ ମାଟି ପାଚେରୀ ଭୁଷୁଡ଼ି ପଡ଼ିଲା
ରଜତ ବସ୍‌ରେ ଚଢ଼ିଲା
ତାର ପୂରା ଧନ୍ଦା ବୁଡ଼ିଗଲା
ବାକ୍ସ ଉପରେ ବସିବାରୁ ତାହା ଚେପା ହୋଇଗଲା
ତୁମ ବାପା ଯାଇ କେଉଁଠି ଲାଖିଗଲେ
ଶୀଲା ମ