Home Oriya Odia Dictionary

Download Oriya Odia Dictionary APP

Skirmish Oriya Odia Meaning

କଥା କଟାକଟି, ଖିଟିମିଟି, ଯୁକ୍ତିତର୍କ

Definition

କୌଣସି କଥାରେ ହେଉଥିବା ବିବାଦ
କୌଣସି ପକ୍ଷର ଖଣ୍ଡନ ଏବଂ ମଣ୍ଡନରେ ହେଉଥିବା କଥାବାର୍ତ୍ତା
ଅଯଥା ଯୁକ୍ତିତର୍କ

Example

ସେ କଳିର କାରଣ ଜାଣିବାକୁ ଚାହୁଁଛି
ବେଶି ବାଦ-ବିବାଦରେ ପଡ଼ିଲେ ହୋଇଥିବା କାମ ବିଗିଡ଼ିଯାଏ
ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା