Home Oriya Odia Dictionary

Download Oriya Odia Dictionary APP

Skull Oriya Odia Meaning

କପାଳ, ଖପୁରି

Definition

ମୁଣ୍ଡର ହାଡ଼
ଭିକାରୀର ଭିକମଗା ପାତ୍ର
ଶରୀରର ସେହି ଭାଗ ଯାହା ଭିତରେ ମସ୍ତିଷ୍କ ଥାଏ
ଯେଉଁ ପାତ୍ରରେ ଯଜ୍ଞର ପୁରୋଡ଼ାଶ ପକାଯାଏ

Example

ବସ୍‌ ଦୁର୍ଘଟଣାରେ ତାର କପାଳ କ୍ଷତ ବିକ୍ଷତ ହୋଇଗଲା
ଭିକାରୀର ଭିକ୍ଷାପାତ୍ର ଚାଉଳରେ ଭର୍ତ୍ତି ହୋଇ ଯାଇଥିଲା
ମୋହନର ମୁଣ୍ଡରେ କେଶ ନାହିଁ
ପଣ୍ଡିତେ କପାଳରେ ପୁରୋଡ଼ାଶ ପକାଉଛନ୍ତି