Home Oriya Odia Dictionary

Download Oriya Odia Dictionary APP

Sky Oriya Odia Meaning

ଅମ୍ବର, ଆକାଶ, ଗଗନ, ନଭ, ବ୍ୟୋମ

Definition

ପୃଥିବୀ ଓ ଅନ୍ୟ ଗ୍ରହ ବା ନକ୍ଷତ୍ରମଧ୍ୟରେ ଥିବା ସ୍ଥାନ
ଖୋଲା ଜାଗାରେ ଉପରଆଡ଼କୁ ଦେଖାଯାଉଥିବା ଖାଲି ସ୍ଥାନ
ହିନ୍ଦୁ ଧର୍ମ ଅନୁସାରେ ସପ୍ତ ଲୋକରୁ ଗୋଟିଏ ଲୋକ ଯେଉଁଠି ପୁଣ୍ୟ ଓ

Example

ମହାକାଶ ବିଷୟରେ ଆଜି ବି ବୈଜ୍ଞାନିକମାନେ ଅନୁସନ୍ଧାନ କରୁଛନ୍ତି
ଆକାଶରେ କଳା ବାଦଲ ଘେରି ରହିଛି / ଚାନ୍ଦିନୀ ରାତିରେ ଆକାଶର ଶୋଭା ଦେଖିବାଯୋଗ୍ୟ
ମନୁଷ୍ୟଙ୍କ ଉତ୍ତମକର୍ମ ତାଙ୍କୁ ସ୍ୱର୍ଗକୁ ନିଏ
ସେ ଶୂନ୍ୟରେ ଘୁରୁଥିଲା
ଶ୍ୟାମ କୁର୍ତାକୁ ଖୁ