Home Oriya Odia Dictionary

Download Oriya Odia Dictionary APP

Slaughterhouse Oriya Odia Meaning

କଂସେଇଖାନା, କଂସେଇଘର, ବଧଶାଳା, ବଧସ୍ଥଳ, ବଧସ୍ଥାନ

Definition

ପଶୁମାନଙ୍କୁ ମାରିବାର ସ୍ଥାନ

Example

କଂସେଇଖାନାରେ ଅବୈଧରୂପରେ କଟାଯାଉଥିବା ପଶୁମାନଙ୍କ ଉପରେ ପ୍ରତିବନ୍ଧ ଲାଗିବା ଉଚିତ୍‌