Home Oriya Odia Dictionary

Download Oriya Odia Dictionary APP

Slight Oriya Odia Meaning

କୃଶୋଦର, ତନୁପତଳା, ଧଡିଆ, ପତଳା, ପାତଳ, ଶୁକୁଟା

Definition

ଯାହାର ବୁଦ୍ଧି ନାହିଁ ବା ବହୁତ କମ୍‌ ବୁଦ୍ଧି ଅଛି
ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
କୌଣସି ତରଳ ପଦାର୍ଥରୁ ଛିଟିକି ପଡ଼ିଥିବା ବୁନ୍ଦା
ହାଲୁକା ଓ ପତଳା ଦେହ ବା ଶରୀରବାଲା

Example

ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍‌ ନୁହେଁ
ମୋ ଲୁଗା ଉପରେ ତେଲ ଛିଟା ପଡ଼ିଗଲା
ଜଣେ ଧଡ଼ିଆ ଯୁବକ ଏହି ଦୌଡ଼ ପ୍ରତିଯୋଗିତାରେ ବାଜି ମାରିନେଲା
ଶରୀରକୁ ସୁସ୍ଥ ରଖିବା