Home Oriya Odia Dictionary

Download Oriya Odia Dictionary APP

Slime Oriya Odia Meaning

କାଦୁଅ, ପଙ୍କ

Definition

ପାଣିରେ ମିଶାଯାଇଥିବା ଧୁଳି, ମାଟିଆଦି
କୌଣସି ଜିନିଷର ବହଳିଆ‌ ମଇଳା

Example

ବର୍ଷାରେ ସବୁ ମାଟି ରାସ୍ତା କାଦୁଅରେ ଭର୍ତ୍ତି ହୋଇଯାଏ
ତାଙ୍କ ଦେହରେ ବହୁତ କାଦୁଅ ଲାଗିଛି(ତାଙ୍କ ଆଖିରେ ବହୁତ ଲେଞ୍ଜରା ଲାଗିଛି)