Home Oriya Odia Dictionary

Download Oriya Odia Dictionary APP

Slippery Oriya Odia Meaning

ଖସଡା, ଚିକିଟା, ପିଚ୍ଛିଳ

Definition

ଯାହା ଉପରେ ବିଶ୍ୱାସ କରାଯାଇ ନପାରେ ବା ଯାହା ଉପରେ ବିଶ୍ୱାସ ହୁଏ ନାହିଁ
ଧୋକାଦେବାପାଇଁ କୌଣସି ପ୍ରକାର ମିଛ କହୁଥିବା
ଯାହା ଆବୁଡ଼ା ଖାବୁଡ଼ା ନୁହେଁ
ଧୋକା ଦେବା ବ୍ୟକ୍ତି
ଯେଉଁଥିରେ ଖସିବାର ସମ୍ଭାବନା ଥାଏ

Example

ଏହା ଅବିଶ୍ୱାସନୀୟ କଥା
ଧୋକାବାଜ ଲୋକଙ୍କଠାରୁ ସଦାବେଳେ ସତର୍କ ରହିବା ଉଚିତ୍‌
ଆଧୁନିକ ଯୁଗରେ ଧୋକାବାଜ ଲୋକେ କମ୍ ନାହାନ୍ତି
ଟିକେ ସମ୍ଭାଳିକରି ଚାଲନ୍ତୁ, ଏହା ଖସଡ଼ା ଭୂଇଁ