Home Oriya Odia Dictionary

Download Oriya Odia Dictionary APP

Slop Oriya Odia Meaning

ଚହଲାଇବା

Definition

ବାସନ ହଲିବା କାରଣରୁ କୌଣସି ତରଳ ପଦାର୍ଥ ଉଛୁଳି ବାହାରି ପଡ଼ିବା
ପାଣି ଆଦି ତରଳ ପଦାର୍ଥରେ ଭରିଥିବା ଅଳ୍ପ ଗାଡ଼
କ୍ଷେତରେ ହଳରୁ ରହିଯାଇଥିବା କୋଣ
ଯେଉଁ ତଳୁଆ ଜମିରେ ପାଣି ଲଗାତର ରହେ ଓ ଯେଉଁଥିରେ କିଛି ଶାରଦ

Example

ରାଧାର ଗରାର ପାଣି ଚହଲୁଛି
ସଡ଼କର ଦୁଇଧାରରେ କିଛି ଖାଲଖମା ଅଛି
କୃଷକ ମାରୁଣୀକୁ କୋଦାଳରେ ହାଣୁଛି
କୃଷକ ଠିଆହୋଇ ଗହୀରଜମିକୁ ଭଲକରି ଦେଖୁଛି
ନଦୀ ଉଛୁଳିବାରୁ ବନ୍ଧ ଭାଙ୍ଗିଗଲା