Home Oriya Odia Dictionary

Download Oriya Odia Dictionary APP

Slue Oriya Odia Meaning

ଖସରି ପଡିବା, ଖସିଯିବା, ପଡିଯିବା

Definition

ଝୁଲଣରେ ବସି ଝୁଲିବା
ଗଛ ବା ଛାତଆଦିରେ ଝୁଲା ହୋଇଥିବା ଯେଉଁ ଦଉଡ଼ିରେ କାଠପଟାଆଦି ବନ୍ଧା ହୋଇଥାଏ ଏବଂ ଏହା ଉପରେ ବସି ଲୋକେ ଝୁଲନ୍ତି
ଯେ ଝୁଲୁଛି
ଉପରିଭାଗ ସଂଯୁକ୍ତ ହେଲେ ବି କୋଣସି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହିବା
କୌଣସି ଆଧାରର ସହାୟତାରେ ଝୁଲି ଆଗପଛ ବା ଏପଟସେପଟ ଦୋଳାୟମାନ ହେବା

Example

ସେ ଘଣ୍ଟେ ହେଲା ଝୁଲୁଛି
ସେ ନିଜ ବଗିଚାରେ ଝୁଲଣା ଲଗାଉଛି
ଝୁଲନ୍ତା ପୋଲଦେଇ ଆମେ ନଦୀ ପାର ହେଲୁ
କାନ୍ଥରୁ ରସିଟିଏ ଝୁଲୁଛି
ଘଣ୍ଟାର ଦୋଳକର ଦୋଳନ ବନ୍ଦ ହେବାର ଅର୍ଥ ଘଣ୍ଟା ବନ୍ଦ ହୋଇଯାଇଛି