Home Oriya Odia Dictionary

Download Oriya Odia Dictionary APP

Slump Oriya Odia Meaning

ମାନ୍ଦା, ହ୍ରାସ

Definition

ଧ୍ୱସ୍ତ ବିଧ୍ୱସ୍ତ ହେବା
ପଡ଼ିଯିବା ବା ଘଟିବାର କ୍ରିୟା ବା ଭାବ
ମୂଲ୍ୟ କମ୍ ହେବାର ପ୍ରକ୍ରିୟା ବା ଅବସ୍ଥା
ବଜାରରେ ବିକ୍ରି କମ ହେବା କ୍ରିୟା ବା ଅବସ୍ଥା
ମାନ୍ଦା ହେବାର ଅବସ୍ଥା ବା ଭାବ
ଅର୍ଥଶାସ୍ତ୍ର ଅନୁ

Example

ଭୂମିକମ୍ପରେ ରାମର ଘର ଭୁଷୁଡ଼ି ପଡ଼ିଲା
ଶେୟାର ମୂଲ୍ୟରେ କ୍ରମାଗତ ଅବନତିର କାରଣ ଖୋଜାଯାଉଛି
ବଜାର ଏବେ ମାନ୍ଦା ଅଛି
ସେୟାର ବଜାରରେ ହଠାତ ଦେଖାଯାଇଥିବା ହ୍ରାସବୃଦ୍ଧି ତାଙ୍କର ବହୁତ କ୍ଷତି କଲା
ମାନ୍ଦା କାରଣରୁ ସମସ୍ତେ ଚିନ୍ତିତ
ମାନ୍ଦାବସ୍ଥାର