Home Oriya Odia Dictionary

Download Oriya Odia Dictionary APP

Small Change Oriya Odia Meaning

ଖୁଚୁରା, ଚିଲର, ରେଜା

Definition

ବେଶୀର ବିପରୀତ ତଥା ଅଳ୍ପ ଅଳ୍ପ
ଚାରେଣୀ, ଆଠେଣୀଆଦିର ଛୋଟ ପଇସା
ଅଧିକ ମୂଲ୍ୟର ପଇସା ବଦଳରେ ତାରି ସମାନ ମୂଲ୍ୟର ପରିବର୍ତ୍ତିତ କମ୍ ମୂଲ୍ୟର ପଇସା

Example

ସେ ଦୋକାନରୁ ଅଳ୍ପ ଜିନିଷ କିଣିଲା
ମାଆ ଘଡ଼ିରେ ଖୁଚୁରା ଜମା କରନ୍ତି
ମୋତେ ପାଞ୍ଚଶହ ଟଙ୍କାର ଖୁଚୁରା ଦରକାର