Home Oriya Odia Dictionary

Download Oriya Odia Dictionary APP

Smear Oriya Odia Meaning

ଚୁଗୁଲି କରିବା, ଫୋଡିବା, ଲିପାଇବା

Definition

କାହା ଉପରେ ଲଗାଯାଇଥିବା ଦୋଷ
କୌଣସି ସ୍ଥାନରେ ଲାଗିଥିବା ବା ପଡ଼ିଥିବା ଚିହ୍ନ
କଳଂକିତ ବା ବଦନାମ କରି କି ନଷ୍ଟକରିବା
କିଛି ବସ୍ତୁ ଉପରେ କୌଣସି ଜିନିଷର ଯେଉଁ ପରସ୍ତ ଦିଆଯାଏ
ଘାଆ ଉପରେ

Example

ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍‌ ନୁହେଁ
ଅନେକଥର ଧୋଇଲା ପରେ ବି ଏହି ଲୁଗାରେ ଲାଗିଥିବା ଦାଗ ଛାଡ଼ିଲା ନାହିଁ
ଦୁଷ୍ଟ ଲୋକ ନିଜ ଦୁଷ୍ଟତା ଯୋଗୁ ନିଜ ମାତାପିତାଙ୍କ ନାଁ ବୁଡ଼େଇ ଦିଅନ୍ତି
କୁମ୍ଭାର ମାଠିଆ ଉପରେ