Home Oriya Odia Dictionary

Download Oriya Odia Dictionary APP

Smell Oriya Odia Meaning

ଗନ୍ଧ, ଗନ୍ଧ ଶୁଙ୍ଘିବା, ଗନ୍ଧେଇବା, ଦୁର୍ଗନ୍ଧ ଛାଡିବା, ବାସ, ବାସ ନେବା, ମହକ, ମହକିବା, ଶୁଙ୍ଘିବା, ସୁଗନ୍ଧ, ସୁଗନ୍ଧ କରିବା, ସୁଗନ୍ଧିତ ହେବା

Definition

ବାୟୁରେ ମିଶିଥିବା କୌଣସି ବସ୍ତୁର କ୍ଷୁଦ୍ର ଅଂଶର ପ୍ରସାର ଯାହାର ଜ୍ଞାନ ବା ଅନୁଭବ ନାକରେ ହୁଏ
ନାକରେ ଗନ୍ଧ ଅନୁଭବ କରିବା
ମହକ ବା ସୁଗନ୍ଧ ପ୍ରଦାନ କରିବା
କାହାର ସ୍ୱଭାବ ବା ଗୁଣକୁ ଜାଣିବ

Example

ଜଙ୍ଗଲ ଅତିକ୍ରମ କରୁଥିବା ସମୟରେ ଜଙ୍ଗଲୀ ପୁଷ୍ପଗୁଡ଼ିକର ମହକ ଆସୁଥିଲା
ସେ ଫୁଲ ଶୁଙ୍ଘୁଛି
ମୁଁ ତାଂକୁ ବୁଝିପାରିଲିନାହିଁ
ମୁଁ ତାଙ୍କୁ ଆଗରୁ ଚିହ୍ନିଥିଲି
ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି
ଅନ୍ଧ ମହିଳା ଧ୍ୱନିରୁ ହିଁ ନିଜ ପୁଅକୁ ଚିହ୍ନିପାରେ
ଏହି