Home Oriya Odia Dictionary

Download Oriya Odia Dictionary APP

Smile Oriya Odia Meaning

ଧୀରେ ହସିବା, ମୁଚୁକି ମୁଚୁକି ହସିବା, ହସ, ହାସ୍ୟ

Definition

କାହାକୁ ନିନ୍ଦିତ କରିବାପାଇଁ ହସିବା ବା ତାହାର ଖରାପ କରିବା କ୍ରିୟା
ମନକୁ ଆମୋଦିତ କଲାଭଳି କଥା ବା କାମ
କାହାରିକୁ ଚିଡ଼ାଇବା, ଦୁଃଖି କରିବା, ନୀଚଭାବେ ଦେଖିବାଆଦି ନିମନ୍ତେ କୁହାଯାଉଥିବା କଥା ଯାହା ସ୍ପଷ୍ଟ ଶବ୍ଦରେ ନ ହେଲେବି ସେ

Example

ତାହାର ଖୁବ୍‌ ହଇରାଣ ହେବା କାରଣରୁ ସେ ସବୁ ଜାଗାରେ ସମସ୍ତଙ୍କର ଉପହାସର ପାତ୍ର ହୋଇଗଲା
ଆଜିକାଲିର ନେତା ଜଣେ ଅନ୍ୟଜଣଙ୍କ ପ୍ରତି ବ୍ୟଙ୍ଗ କରିବାରେ ପଟୁ
ମୋତେ ଦେଖି ସେ ମୁରୁକି ମୁରୁକି ହସୁଛି
ତାର ହସ ମନଜିଣା
ଛୋଟପିଲାଙ୍କ ହସ ସମସ୍ତଙ୍କୁ ଭଲ ଲାଗିଥାଏ
ତାର ହସ ଏ