Home Oriya Odia Dictionary

Download Oriya Odia Dictionary APP

Smoking Oriya Odia Meaning

ଧୂଆଁ

Definition

ନିଶା ହେବାଲାଗି ତମାଖୁ,ସୁରତୀ ଆଦିକୁ ଜଳାଇକରି ଏହାକୁ ବାରମ୍ବାର ପାଟିରେ ଟାଣିକରି ଧୁଆଁ ନେଇ ବାହାର କରିବାର କାର୍ଯ୍ୟ
ସାଧୁମାନଙ୍କର (ନିଆଁକୁଣ୍ଡ)ରେ ପଡି ରହିବାର କାର୍ଯ୍ୟ
ସୁଶ୍ରୁତଙ୍କ ଅନୁସାରେ କିଛି ବିଶିଷ୍ଟ ପ୍ରକାରର ଔଷଧଗୁଡିକର ଧୂଆଁ ଯାହାକୁ ନଳ ଦ୍ବାରା ରୋଗୀକୁ ସେବନ କରିବାକୁ ଦିଆଯାଉଥିଲା

Example

ଧୁମ୍ରପାନ ଶରୀର ପାଇଁ ହାନିକାରକ
କୁମ୍ଭମେଳାରେ ଧୂମପାନର ଦୃଶ୍ୟ ଦେଖିବାକୁ ମିଳେ
ରୋଗୀର ଧୁମ-ପାନରେ ଅନେକ ଲାଭ ହୁଏ