Home Oriya Odia Dictionary

Download Oriya Odia Dictionary APP

Smut Oriya Odia Meaning

କଳା, କଳାଂଶ, କାଳିମା

Definition

କାହା ଉପରେ ଲଗାଯାଇଥିବା ଦୋଷ
କୌଣସି ସ୍ଥାନରେ ଲାଗିଥିବା ବା ପଡ଼ିଥିବା ଚିହ୍ନ
ଚମ ଉପରେ ଜମୁଥିବା ମଇଳା
କୌଣସି ଜିନିଷରୁ ବାହାରୁଥିବା ଅଂଶ ବା ତା ଉପରେ ଜମା ହୋଇଥିବା ମଇଳା କିମ୍ବା ଧୂଳି

Example

ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍‌ ନୁହେଁ
ଅନେକଥର ଧୋଇଲା ପରେ ବି ଏହି ଲୁଗାରେ ଲାଗିଥିବା ଦାଗ ଛାଡ଼ିଲା ନାହିଁ
ସେ ମଳି ସଫାକରିବାପାଇଁ ପ୍ରତିଦିନ ସାବୁନ ଲଗାଇ ଗାଧାଏ
ଲୁଗାରୁ ମଇଳା ବାହାର କରିବାପାଇଁ ସେଗୁଡ଼ିକୁ ସାବୁନ, ସର୍ଫଆ