Home Oriya Odia Dictionary

Download Oriya Odia Dictionary APP

Snarl Oriya Odia Meaning

ଗର୍ଜନ, ଗୁନ୍ଥିହେବା

Definition

ଦଉଡ଼ି, ଲୁଗାଆଦିରେ ବିଶେଷ ପ୍ରକାରର ଫେରଦେଇ ତିଆରି ହୋଇଥିବା ବନ୍ଧନ
ହଁ ବା ନାଁର ସ୍ଥିତି
କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ
ଗର୍ଜନ କରିବା କ୍ରିୟାରୁ ଉତ୍ପନ୍ନ ଶବ୍ଦ
କ୍ରୋଧ ବା

Example

ସେ ଲୁଗାର ଗଣ୍ଠି ଖୋଲି ପାରିଲା ନାହିଁ
ଆପଣ ପଇସା ମାଗି ମୋତେ ଦ୍ୱିଧାରେ ପକାଇଦେଲେ
ବିରାଡିର ଗର୍ଜନ ଶୁଣି ମୋ ନିଦ ଭାଙ୍ଗିଗଲା
ପିଲାଟି ଛୁଇଁବା ମାତ୍ରେହିଁ ବିଲେଇଟି ଗର୍ଜ୍ଜିଲା
ମାଲିକ ଚାକରର କଥା ଶୁଣି ଗର୍ଜନ କଲା
ଜେଜି ମାଆଙ୍କ ସିନ୍ଦୁକ ଚାବି