Home Oriya Odia Dictionary

Download Oriya Odia Dictionary APP

Snip Oriya Odia Meaning

ଛୋଟ କରିବା

Definition

ଧାରୁଆ ଅସ୍ତ୍ରଆଦିରେ କୌଣସି ବସ୍ତୁଆଦିକୁ ଦୁଇ କିମ୍ବା କେତେ ଖଣ୍ଡ କରିବା ବା କେତେ ଭାଗରେ ଅଲଗା କରିବା
କାହାର ମତ, ବିଚାର ବା କଥନକୁ ଭୁଲ୍‌ ସାବ୍ୟସ୍ତ କରିବା
ଦାନ୍ତଆଦିରେ କାଟିହୋଇ କ୍ଷତ ବା ଘା’ ହେବା
କୌଣସି ଲେଖାକୁ କଲମରେ କାଟିଦେବା
ଧାତୁ, କାଠ, କନା, କାଗଜ ଆଦିରୁ କଟାଯାଇ ବାହାର

Example

ମାଳୀ ଛୋଟ ଗଛଗୁଡ଼ିକୁ କାଟୁଅଛି
ସେ ମୋର କଥାକୁ ଖଣ୍ଡନ କଲା
ଶୋଇଲାବେଳେ ରାମକୁ ବହୁତ ମଶା କାମୁଡ଼ିଲେ
ମୋ ଘରେ ଗୋଟିଏ ମୋଟା ମୂଷା ଦିନରାତି କିଛି ନା କିଛି କୁଟୁ କୁଟୁ କରି କାଟୁଛି
ଶିକ୍ଷକ ଭ