Home Oriya Odia Dictionary

Download Oriya Odia Dictionary APP

Snivel Oriya Odia Meaning

ନାକରେ କାନ୍ଦିବା

Definition

ଜୋରରେ ନକାନ୍ଦି ଧୀରେ ଧୀରେ କାନ୍ଦିବା
ଏପରି କାନ୍ଦଣା ଯେପରି ନାକରୁ ସ୍ୱର ମଧ୍ୟ ବାହାରିବ
ସୁଂ-ସୁଂହେବା ଅବା ଧିରେ-ଧିରେ କାନ୍ଦିବା

Example

ସେ ବର୍ତ୍ତମାନ ବି ସକାଉଛି
ଅସୁସ୍ଥ ପିଲାଟି ଅଧଘଣ୍ଟା ହେଲା ନାକରେ କାନ୍ଦୁଛି
ମାଳା ସକେଇବାର କାରଣ ସେ ଜାଣିବାକୁ ଚାହୁଁଥିଲା