Home Oriya Odia Dictionary

Download Oriya Odia Dictionary APP

Snow Oriya Odia Meaning

ତୁଷାରପାତ, ବରଫ ପାତ, ବରଫ ବର୍ଷା, ହିମ ବର୍ଷା, ହିମପାତ

Definition

କୋକା ନାମକ ଗଛର ପତ୍ରରୁ ତିଆରି ଏକ ମାଦକ ପଦାର୍ଥ
ଯାନ୍ତ୍ରିକ କିମ୍ବା କୃତ୍ରିମ ଉପାୟରେ କଠିନ ଅବସ୍ଥାକୁ ରୂପାନ୍ତରିତ ହୋଇଥିବା ପାଣି
କୃତ୍ରିମ ଉପାୟରେ ବସା ଯାଇଥିବା ଦୁଧ ବା ଫଳ ରସ
ଜଳର କଠିନ ରୂପ

Example

କୋକେନ୍‌ ଖାଇବାଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡ଼େ
ସେ ପାଣି ଥଣ୍ଡା କରିବା ପାଇଁ ସେଥିରେ ବରଫ ପକାଉଛି
ସେ ମଲାଇ ବରଫ ଖାଉଛି
ଶୂନ୍ୟ ଡିଗ୍ରୀ ସେଲ୍ସିୟସରେ