Home Oriya Odia Dictionary

Download Oriya Odia Dictionary APP

Snowy Oriya Odia Meaning

ବରଫ ଆଛାଦିତ, ବରଫମୟ, ବରଫାଚ୍ଛାଦିତ, ବରଫାବୃତ୍ତ, ହିମାଛାଦିତ

Definition

ଯେଉଁଥିରେ ବା ଯାହା ଉପରେ ବରଫ ଅଛି
ବରଫରେ ପୂର୍ଣ୍ଣ ବା ଭରିଥିବା
ବରଫଦ୍ୱାରା ଆଛାଦିତ

Example

ସେ ଗରମ ଦିନରେ ବରଫି ଅଞ୍ଚଳରେ ବୁଲିବାକୁ ପସନ୍ଦ କରେ
ଥଣ୍ଡାଦିନେ କାଶ୍ମୀର ବରଫାବୃତ୍ତ ହୋଇଯାଏ
ହିମାଛାଦିତ ପର୍ବତର ଶୃଙ୍ଗ ଅତି ମନୋରମ ଲାଗୁଛି