Soak Oriya Odia Meaning
ଆର୍ଦ୍ର କରିବା, ଠକିବା, ନିଶା ଖାଇବା, ନିଶାପାଣି କରିବା, ପାଣିରେ ବୁଡାଇ ରଖିବା, ଭିଜାଇବା, ଭିଜେଇବା, ଲୋଟିବା
Definition
ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
ପାଣି କିମ୍ବା କୌଣସି ତରଳ ପଦାର୍ଥର ସଂଯୋଗରେ ନରମ କରିବା
ଯେଉଁ ବ୍ୟକ୍ତି ପ୍ରାୟ ଅତ୍ୟଧିକ ମଦ ପିଏ
ଯେତିକି ଗଭୀର ଜଳକୁ ପହଁରି କରି ହିଁ ପାରି କରିହୁଏ
ପାଣି ବା କିଛି ତରଳ
Example
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
କୁମ୍ଭାର ମାଠିଆ ତିଆରି କରିବାପାଇଁ ମାଟି ଭିଜାଉଛି
ମଦୁଆଟି ବେହୋସ୍ ହୋଇ ନଳାରେ ପଡ଼ିଥିଲା
ପହଁରା ଜାଣି ନଥିବାରୁ ସେ ଅଥଳ ଜଳରେ ବୁଡ଼ିଗଲା
ସକାଳେ ଖାଇବାପାଇଁ ମାଆ ପ୍ରତିଦିନ ରାତିରେ ଚଣା ଭିଜାନ୍ତି
Pair in Oriya OdiaShore in Oriya OdiaTurmoil in Oriya OdiaEruditeness in Oriya OdiaAfghan in Oriya OdiaEpilepsy in Oriya OdiaMollusk in Oriya OdiaCoastal in Oriya OdiaCause in Oriya OdiaEcuadorian in Oriya OdiaKerosine Lamp in Oriya OdiaHabit in Oriya OdiaShow in Oriya OdiaSocial Reformer in Oriya OdiaScrumptious in Oriya OdiaDeviousness in Oriya OdiaWindbag in Oriya OdiaClinch in Oriya OdiaPerennial in Oriya OdiaSupercharged in Oriya Odia