Home Oriya Odia Dictionary

Download Oriya Odia Dictionary APP

Soaked Oriya Odia Meaning

ଜୁଡୁବୁଡୁ, ଭିଜା, ମଦମତ୍ତ, ମଦୋନ୍ମତ୍ତ, ମାତାଲ, ସରସର

Definition

ଯାହାଙ୍କ ଉପରେ ପୂର୍ଣ୍ଣଭାବରେ ପ୍ରଭାବ ପଡ଼ିଛି
ଯାହା ଛିଞ୍ଚା ଯାଇଛି
ଯେ ମଦରେ ଉନ୍ମତ୍ତ ବା ନିଶାରେ ମସ୍ତ ହୋଇଛି
କୌଣସି ବସ୍ତୁରେ ଲାଗିରହିଥିବା
ସଂପୂର୍ଣ୍ଣ ରୂପେ ଭିଜି ଯିବା
ମଦ ପିଇଥିବା ବ୍ୟକ୍ତି
ଯେ ମଦପାନ କରିଥାଏ

Example

ନିଜ ଶିଷ୍ୟଙ୍କ ସେବାରେ ଗୁରୁ ଅଭିଭୂତ ହୋଇଗଲେ
ମଦୋନ୍ମତ୍ତ ବ୍ୟକ୍ତି ଅନର୍ଥକ କଥା ବକୁଥାଏ
ସମର ଭୂଇଁରେ ଯୋଦ୍ଧାମାନଙ୍କ ଶରୀର ରକ୍ତରେ ଜୁଡ଼ୁବୁଡ଼ୁ ହୋଇଥିଲା
ଜଙ୍ଗଲରେ ଗୋଟିଏ ରକ୍ତ ଜୁଡ଼ୁବୁଡ଼ୁ ଲାଶ୍ ପଡ଼ିଛି
ସେ ପୂରାପୂ