Home Oriya Odia Dictionary

Download Oriya Odia Dictionary APP

Sob Oriya Odia Meaning

ସକସକ ହେବା, ସକେଇବା

Definition

ଜୋରରେ ନକାନ୍ଦି ଧୀରେ ଧୀରେ କାନ୍ଦିବା
ଧୀରେଧୀରେ ବା ସକେଇସକେଇ କାନ୍ଦିବା ପ୍ରକ୍ରିୟା
ସଂଭୋଗ ସମୟରେ ସ୍ତ୍ରୀ ମୁହଁରୁ ବାହାରୁଥିବା ସି ସି ଶବ୍ଦ
ସୁଂ-ସୁଂହେବା ଅବା ଧିରେ-ଧିରେ କାନ୍ଦିବା

Example

ସେ ବର୍ତ୍ତମାନ ବି ସକାଉଛି
ସୀତାର ସକାଣ ଶୁଣି ତା ମାଆ ତା ରୁମକୁ ଆସିଲେ
ସୀତ୍କାର ସୃଷ୍ଟିକାରୀ କଷ୍ଟରୁ ଆନନ୍ଦ ହିଁ ମିଳେ
ମାଳା ସକେଇବାର କାରଣ ସେ ଜାଣିବାକୁ ଚାହୁଁଥିଲା