Home Oriya Odia Dictionary

Download Oriya Odia Dictionary APP

Social System Oriya Odia Meaning

ସାମାଜିକ ବ୍ୟବସ୍ଥା, ସାମାଜିକ ସଂରଚନା

Definition

ସମାଜ ସହିତ ସମ୍ବନ୍ଧିତ ବ୍ୟବସ୍ଥା
କୌଣସି ସମାଜରେ ଲୋକମାନଙ୍କ ସମ୍ପର୍କକୁ ଭିତ୍ତିକରି ହୋଇଥିବା ବ୍ୟବସ୍ଥା

Example

ଆର୍ଯ୍ୟ ସଭ୍ୟତାରେ ସାମାଜିକ ବ୍ୟବସ୍ଥା ସମାଜର ଚାରି ବର୍ଗଦ୍ୱାରା ନିର୍ଧାରିତ ହୋଇଥିଲା
ଭାରତ ଓ ଆମେରିକାର ସାମାଜିକ ବ୍ୟବସ୍ଥାରେ ବହୁତ ତଫାତ ଅଛି