Home Oriya Odia Dictionary

Download Oriya Odia Dictionary APP

Soda Oriya Odia Meaning

କ୍ଷାର, ଖାର, ଲବଣରସ, ସୋଡା

Definition

ଏକ ପ୍ରକାରର ଖାର
ଲୁଗାପଟା ସଫାକରିବାର ଖାର
ଖାଦ୍ୟ ତିଆରି କରିବାରେ ବ୍ୟବହାର କରାଯାଉଥିବା ଏକପ୍ରକାରର ଖାର

Example

ସୋଡ଼ା ହେଉଛି ସୋଡ଼ିୟମର ଲବଣ
ଖାରିଆମାଟି / ଔଷଧୀୟ ଚେରରୁ ସୋଡ଼ା ବାହାର କରାଯାଏ
କେକ, ଇଟିଲିପିଠା, ଢୋକ୍‌ଲା ଆଦିରେ ଖାଇବାସୋଡ଼ା ପକେଇଲେ ତାହା ଫୁଲେ