Home Oriya Odia Dictionary

Download Oriya Odia Dictionary APP

Softness Oriya Odia Meaning

କୋମଳତା, ନମନୀୟତା, ବିନମ୍ରଭାବ, ମୃଦୁଳତା, ଶୀଳଭାବ, ସୁଶୀଳତା

Definition

କୋମଳ ହେବାର ଅବସ୍ଥା ବା ଭାବ
କୌଣସି କାର୍ଯ୍ୟ ଧିମେଇ ଯିବାର ଅବସ୍ଥା

Example

ବାଣୀର କୋମଳତା ସମସ୍ତଙ୍କୁ ଭଲ ଲାଗେ / ଫୁଲର କୋମଳତା ସଭିଙ୍କୁ ରୁଚେ