Home Oriya Odia Dictionary

Download Oriya Odia Dictionary APP

Soil Oriya Odia Meaning

ଅପରିଷ୍କାର କରିବା, ଗୋଳିଆ କରିବା, ମଇଳା କରିବା, ମାଟି, ମୃତ୍ତିକା

Definition

ଯେଉଁ ଭୂମି ଜଳ ଶୂନ୍ୟ
ସେ ପଦାର୍ଥ ଯାହା ପୃଥିବୀର ଉପର ସ୍ତରରେ ବା ଅନ୍ୟଭାଗରେ, ପ୍ରାୟ ସବୁ ସ୍ଥାନରେ ମିଳିଥାଏ
ସୌରଜଗତର ସେହିଗ୍ରହ ଯାହା ଉପରେ ଆମେ ସବୁ ବାସ କରୁଛୁଁ
ପୃଥିବୀର ଯେଉଁ ବିଶିଷ୍ଟ ବିଭାଗରେ

Example

ପୃଥିବୀର ଏକ ତୃତୀୟାଂଶ ସ୍ଥଳଭାଗ
ଏଠିକାର ମାଟି ବହୁତ ଉର୍ବର
ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ / ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ପୃଥିବୀ ଶେଷନାଗଙ୍କ ଫଣା ଉପରେ ତିଷ୍ଠି ରହିଛି
ଚନ୍ଦ୍ର ପୃଥିବୀର ଉପଗ୍ରହ
କେତେକ ସଙ୍