Solace Oriya Odia Meaning
ଆଶ୍ବାସ, ଆଶ୍ବାସନା, ବୁଝାଇବା, ସାନ୍ତ୍ବନା, ସାନ୍ତ୍ବନା ଦେବା
Definition
ଇଆଡୁ ସେଆଡୁ କଥା କହି ଚିନ୍ତିତ ଓ ଦୁଃଖି ବ୍ୟକ୍ତିର ମନକୁ ଭୁଲାଇବା ବା ସାନ୍ତ୍ୱନା ଦେବା
ଦୁଖୀ ବ୍ୟକ୍ତିକୁ ଧୈର୍ଯ୍ୟ ଦେବାର କ୍ରିୟା ବା ଭାବ
Example
ଭେଣ୍ଡାପୁଅର ମୃତ୍ୟୁରେ ସେ ସଂତପ୍ତ ପରିବାରକୁ ସହୋଦର ଭଳି ସାନ୍ତ୍ୱନା ଦେଉଥିଲା
ଘରୁ ଚୋରି ହୋଇଯିବାପରେ ସବୁ ଆଗନ୍ତୁକ ମହାଜନକୁ ସାଂତ୍ୱନା ଦେଉଥିଲେ
Fritter Away in Oriya OdiaCrocodile in Oriya OdiaBail in Oriya OdiaTail in Oriya OdiaKiosk in Oriya OdiaPublic in Oriya OdiaDown in Oriya OdiaSwallow in Oriya OdiaMail in Oriya OdiaLeech in Oriya OdiaAffect in Oriya OdiaSwing in Oriya OdiaCrisscrossed in Oriya OdiaSnatcher in Oriya OdiaLaxness in Oriya OdiaResult in Oriya OdiaPush in Oriya OdiaFootwear in Oriya OdiaFelicity in Oriya OdiaTaiwanese in Oriya Odia