Home Oriya Odia Dictionary

Download Oriya Odia Dictionary APP

Solitude Oriya Odia Meaning

ଏକାକୀ, ଏକାନ୍ତ, ଏକୁଟିଆ, ନିର୍ଜନ, ନିର୍ଜନ ସ୍ଥାନ, ନିସଂଗତା, ବିଜନତା, ଲୋକଶୂନ୍ୟ, ଶୁନଶାନ

Definition

ସେହିସ୍ଥାନ ଯେଉଁଠାରେ କେହିନଥାନ୍ତି
ଯେଉଁଠାରେ କୌଣସି ବ୍ୟକ୍ତି ନଥାନ୍ତି ବା ବ୍ୟକ୍ତିମାନଙ୍କ ସଂଖ୍ୟା ବହୁତ କମ୍‌ଥାଏ
ଏକୁଟିଆ ହେବା ଅବସ୍ଥା ବା ଭାବ

Example

ସାଧୁ ନିର୍ଜନ ସ୍ଥାନରେ ରହିବାକୁ ପସନ୍ଦ କରନ୍ତି
ମୋ ମନ ନିସଂଗତାରେ ବିଚଳିତ ହୁଏ