Home Oriya Odia Dictionary

Download Oriya Odia Dictionary APP

Solved Oriya Odia Meaning

ଛିଡିଯାଇଥିବା, ଛିଣ୍ଡିଯାଇଥିବା, ନିଷ୍ପତ୍ତି ହୋଇଥିବା, ସମାଧାନ ହୋଇଥିବା, ସମାଧାନିତ

Definition

ଯାହାର ସମାଧାନ ହୋଇଯାଇଛି
ଯେଉଁଥିରେ କୌଣସି ଅଡ଼ୁଆ ନାହିଁ ବା ଯାହା ଅଡ଼ୁଆ ରହିତ
ବୁଝିବିଚାରି ଠିକ୍‌ ନିର୍ଣ୍ଣୟ କରିବା ବା ପରିଣାମ ବାହାର କରିବା କ୍ରିୟା
ଯେ ସମାଧି ନେଇଛନ୍ତି
ଯାହାର ବା ଯେଉଁ ବିଷୟରେ ନିର୍ଣ୍ଣୟ ହୋଇସାରିଛି
ଜମି

Example

ସମାଧାନ ହୋଇଥିବା ମାମଲା ଉପରେ ଆଉ ଆଲୋଚନା କରନାହିଁ
ରମା ସଜଡ଼ା ସୂତାକୁ ଗୁଡ଼ାଉଛି
ମୋ ସମସ୍ୟାର ସମାଧାନ ହୋଇଗଲା
ମହର୍ଷି ଦଧିଚି ଦୈବ ଆଶୀର୍ବାଦ ଯୋଗୁଁ ସମାଧିସ୍ଥ ହୋଇଗଲେ
ଏହା ନିର୍ଣ୍ଣିତ ବିଷୟ, ଏବେ ଏହା ଉପରେ ତର୍କ କରିବାର କୌଣସି ଆବଶ୍ୟକତା